Skip to main content
J

JAY JAGANNATH TV

@@jayjagannathtvofficial
0 followers1031 reels
Visit on YouTube
ଜୟ ଜଗନ୍ନାଥ 🙏 "ଜୟ ଜଗନ୍ନାଥ ଟିଭି" ହେଉଛି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମର୍ପିତ ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ, ଯେଉଁଠାରେ ଘରେ ବସି ପ୍ରତିଦିନ ସିଧା ପ୍ରସାରଣରେ ଦେଖିପାରିବେ ପୁରୀ ଶ୍ରୀମନ୍ଦିରର ଦିବ୍ୟ ନୀତିମାନ : 🔹 ଦ୍ୱାରଫିଟା ନୀତି 🔹 ପତିତପାବନ ମଙ୍ଗଳ ଆଳତୀ 🔹 ପତାକା ଲାଗି ଦର୍ଶନ 🔹 ସନ୍ଧ୍ୟା ଆଳତୀ 🔹 ଶ୍ରୀମନ୍ଦିର ପହୁଡ଼ ନୀତି 🔹 ବର୍ଷ ତମାମ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବ ଏହି ଚ୍ୟାନେଲରେ କୌଣସି ବିଜ୍ଞାପନ ନାହିଁ, ତେଣୁ ଶୁଦ୍ଧ ଆଧ୍ୟାତ୍ମିକତାର ସହିତ ଦର୍ଶନ କରନ୍ତୁ ଓ ଶ୍ରୀଜୀଉଙ୍କ ଦିବ୍ୟତାକୁ ଅନୁଭବ କରନ୍ତୁ🙏 📺 "ଜୟ ଜଗନ୍ନାଥ ଟିଭି" ସିଦ୍ଧାର୍ଥ ଟେଲିଭିଜନ ନେଟୱର୍କର ଚତୁର୍ଥ ଚାନେଲ | 📡 Watch “JAY JAGANNATH TV” on DTH: Tata Play – Channel 1799 Dish TV – Channel 1397 Airtel Digital – Channel 615 Sun Direct – Channel 490 📞 Contact : 6372804618 if could not watch our channel Facebook: https://www.facebook.com/jayjagannathtv Instagram: https://www.instagram.com/jayjagannathtv/ YouTube: https://www.youtube.com/@JayJagannathTVofficial Twitter: https://x.com/JayJagannathTV #jayjagannthtv #jayjagannathtvlive #rathyatra2025 #rathayatralive#PuriLIVE
0:52

ଆଜି (28-Apr) ସନ୍ଧ୍ୟା ଆଳତୀ ଦର୍ଶନ | Jay Jagannath TV

28 Apr